କିଏ ଜାଣିଥିଲା ପ୍ରେମକୁ ମୋହର ଲାଗିଯିବ କାହା ନଜର....ମତେ ଠକି ଦେଇ ପ୍ରେମିକା ମୋହର ହେଇଜିବ ଆଉ କାହାର...... ତାକୁ ରଖିଥିଲି ମୋ ଛାତିରେ.....ସିଏ ଲୁହ ଦେଲା ମୋ ଆଖିରେ..... ଅଧା ବାଟେ ହାତ ଛାଡି କରିଲା ପର..... ନାଇଁ ନାଇଁ ରେ ପ୍ରେମରେ ଧନ ଖାଆନି ଜହର.......ସେ ଗଲେ ଯାଉ ଆଉ କେ ଅଛି ଭାଗ୍ୟରେ ତୋଅର.......
ନିଜ ଖୁସି ପାଇଁ ସେ ବଦଳି ଗଲା.....ହୃଦୟ ତା'ର ପଥର କରି ଦେଲା ..... .....ହସୁଚି ସେ ମଥାରେ ସିନ୍ଦୂର ପିନ୍ଧି........ଗଳାରେ ମୋ ଫାଶୀ ଦଉଡି ବାନ୍ଧି ..... ତାକୁ ବାଛି ଥିଲି ମୋ କଣ୍ଢେଇ.....ସିଏ ଚାଲିଗଲା ରେ ଭଣ୍ଡେଇ.....ଟାଣି ଦେଲା ପ୍ରେମରେ ମୋ ଲକ୍ଷ୍ମଣଗାର..... ନାଇଁ ନାଇଁ ରେ ପ୍ରେମରେ ଧନ ଖାଆନି ଜହର...ସେ ଗଲେ ଯାଉ ଆଉ କେ ଅଛି ଭାଗ୍ୟରେ ତୋଅର.........